ପ୍ରତ୍ୟହ Pratyaha

  • ଦେ. ଅ. (ପ୍ରତି+ଅହନ୍; ସଂ. ପ୍ରତ୍ୟହଂ) — ନିତି; ପ୍ରତିଦିନ — Daily; everyday
  • ଦେ. ଅ. (ପ୍ରତି+ଅହନ୍; ସଂ. ପ୍ରତ୍ୟହଂ) — ସକାଳେ; ପ୍ରାତଃକାଳରେ — In the morning; at daybreak