ପ୍ରତ୍ୟର୍ଥୀ Pratyarthī

  • ସଂ. ବି. ପୁଂ. (ପ୍ରତି+ଅର୍ଥ+ଇନ୍; 1 ମା 1 ବ) — ବିପକ୍ଷ; ଶତ୍ରୁ — Adversary
  • ସଂ. ବି. ପୁଂ. (ପ୍ରତି+ଅର୍ଥ+ଇନ୍; 1 ମା 1 ବ) — ମକଦମାରେ ପ୍ରତିବାଦୀ — A defendant in a case
  • ସଂ. ବି. ପୁଂ. (ପ୍ରତି+ଅର୍ଥ+ଇନ୍; 1 ମା 1 ବ) — ମକଦ୍ଦମାରେ ଅପର ପକ୍ଷ — The opposite party in a case
  • ସଂ. ବିଣ — ପ୍ରତିକୂଳ — Opposing; hostile