ପ୍ରତ୍ୟରି Pratyari
- ସଂ. ବି. (ପ୍ରତି=ବିରୁଦ୍ଧଭାବରେ+ରୁ ଧାତୁ=ପ୍ରାପ୍ତ ହେବା+ ଇ) — ଶତ୍ରୁ — Enemy
- ସଂ. ବି. (ପ୍ରତି=ବିରୁଦ୍ଧଭାବରେ+ରୁ ଧାତୁ=ପ୍ରାପ୍ତ ହେବା+ ଇ) — (ଜ୍ୟୋତିଷ) ଜନ୍ମନକ୍ଷତ୍ରଠାରୁ 5 ମ, 14 ଶ ଓ 23 ଶ ତାରା — (ଜ୍ୟୋତିଷ) ଜନ୍ମନକ୍ଷତ୍ରଠାରୁ5ମ,14ଶ ଓ3ଶ ତାରା. The 5th, 14th and 3rd lunar asterisms counted from the natal star of a person