ପ୍ରତ୍ୟାଖ୍ୟାତ Pratyākhyāta
- ସଂ. ବିଣ. (ପ୍ରତି+ଆଖ୍ୟାତ) — ନିରାକୃତ — Rejected; disallowed
- ସଂ. ବିଣ. (ପ୍ରତି+ଆଖ୍ୟାତ) — ତିରସ୍କୃତ — Reproached
- ସଂ. ବିଣ. (ପ୍ରତି+ଆଖ୍ୟାତ) — ନାମଞ୍ଜୁର କରା ଯାଇଥିବା; ରଦ୍ କରା ଯାଇଥିବା — Set aside; nullified
- ସଂ. ବିଣ. (ପ୍ରତି+ଆଖ୍ୟାତ) — ଅସ୍ୱୀକୃତ — Impugned; refused; denied; disowned
- ସଂ. ବିଣ. (ପ୍ରତି+ଆଖ୍ୟାତ) — ନିବାରିତ — Forbidden; prohibited
- ସଂ. ବିଣ. (ପ୍ରତି+ଆଖ୍ୟାତ) — ବିଜ୍ଞାପିତ — Informed; notified
- ସଂ. ବିଣ. (ପ୍ରତି+ଆଖ୍ୟାତ) — ବିଖ୍ୟାତ — Celebrated