ପ୍ରତ୍ୟୟୀ Pratyayī

  • ସଂ. ବିଣ. (ପ୍ରତ୍ୟୟ+ଇନ୍; 1 ମା. 1 ବ.) — ବିଶ୍ୱାସକାରୀ — Trusting; believing
  • ସଂ. ବିଣ. (ପ୍ରତ୍ୟୟ+ଇନ୍; 1 ମା. 1 ବ.) — ଯାହାକୁ ବିଶ୍ୱାସ କରାଯାଏ; ବିଶ୍ୱସନୀୟ — Trustworthy; faithful