ପ୍ରଗଣେ Pragaṇe
- ବୈଦେ. ବିଣ. (କଚିରିଆ) (ଫା. ପରଗନେ)— (ଏଥିର ସାଙ୍କେତିକ। ପ୍ର।) — ଅମୁକ ପ୍ରଗଣାର ଅନ୍ତର୍ଗତ — Within the jurisdiction of the Pergunna of
- ବୈଦେ. ବିଣ. (କଚିରିଆ) (ଫା. ପରଗନେ)— (ଏଥିର ସାଙ୍କେତିକ। ପ୍ର।) — [ଦ୍ର—ଯେଉଁ ପ୍ରଗନ୍ନାର ନାମ ଏ ଶବ୍ଦ ପରେ ବ୍ୟବହୃତ ହୁଏ ସେହି ପ୍ରଗଣାର ଅନ୍ତର୍ଗତ ଯଥା—ମୌ। (ମୌଜେ) ସିଦ୍ଧେଶ୍ୱର ପୁର। ପ୍ର ! (ପ୍ରଗଣେ) କୋଦିଣ୍ଡା, ଅର୍ଥାତ୍ କୋଦିଣ୍ଡା ପ୍ରଗଣାର ଅନ୍ତର୍ଗତ ସିଦ୍ଧେଶ୍ୱରପୁର ମୌଜା।]