ପ୍ରଗତ Pragata

  • ସଂ. ବିଣ (ପ୍ର+ଗତ) — ପୃଥଗ୍ଭୂତ — Separated; apart
  • ସଂ. ବିଣ (ପ୍ର+ଗତ) — ଅଗ୍ରସର ହୋଇଥିବା — Advanced; gone forward
  • ସଂ. ବିଣ (ପ୍ର+ଗତ) — ପ୍ରସ୍ଥିତ — Gone away
  • ସଂ. ବିଣ (ପ୍ର+ଗତ) — ମୃତ — Deceased; dead
  • ସଂ. ବିଣ (ପ୍ର+ଗତ) — ବିଯୁକ୍ତ — Subtracted