ପ୍ରଖ୍ୟା Prakhyā
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ସାଦୃଶ୍ୟ — Resemblance; similarity; likeness
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ଉଜ୍ଜ୍ୱଳତା — Lustre; effulgence
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ଖ୍ୟାତି; ପ୍ରସିଦ୍ଧି; ଯଶଃ — Fame; celebrity
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ସମତା — Sameness
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ଉପମା (ହି. ଶ) — Comparision
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ନାମ (ଜ୍ଞାନେନ୍ଦ୍ର) — Name
- ସଂ. ବି (ପ୍ର+ଖ୍ୟା ଧାତୁ+କର୍ମ. ଅ+ସ୍ତ୍ରୀ. ଆ) — ସଂଜ୍ଞା (ଜ୍ଞାନେନ୍ଦ୍ର) — Definition; title
- ବିଣ. ସ୍ତ୍ରୀ — ସ୍ପଷ୍ଟରୂପେ ପ୍ରତୀୟମାନ — Visible; clear (M.W.)