ପ୍ରଖ୍ୟାତି Prakhyāti

  • ସଂ. ବି (ପ୍ର+ଖ୍ୟା ଧାତୁ+ଭାବ. ତି) — ସୁଖ୍ୟାତି — Publicity; celebrity
  • ସଂ. ବି (ପ୍ର+ଖ୍ୟା ଧାତୁ+ଭାବ. ତି) — ଯଶଃ — Fame
  • ସଂ. ବି (ପ୍ର+ଖ୍ୟା ଧାତୁ+ଭାବ. ତି) — ପ୍ରଶଂସା — Eulogium; praise