ପ୍ରଗତ ଜାନୁ Pragata jānu

  • ସଂ. ବିଣ. ପୁଂ (ବହୁବ୍ରୀହି; ପ୍ରଗତ+ଜାନୁ) — ବକ୍ରପାଦ— ବିଶିଷ୍ଟ; ଯାହାର ଦୁଇ ଆଣ୍ଠୁ ଫରକଟା ହୋଇ ଯାଇଅଛି — Bandy-legged; having the knees wide apart