ପ୍ରକୃତ Prakṛuta
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ସମାହିତ; ସମ୍ପୂର୍ଣ୍ଣୀକୃତ — Accomplished; completed
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ରଚିତ; ନିର୍ମିତ — Made; composed; prepared
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ଅବିକୃତ — Not deteriorated; not disordered
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ଯେଉଁ ବିଷୟ ନେଇ ବିବାଦ ବା ତର୍କ ଚଳୁଥାଏ — In question; under discussion
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ପ୍ରସ୍ତାବିତ — Proposed
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ଠିକ୍ — Accurate; right
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ବାଞ୍ଛିତ; ଅଭିଳଷିତ — Desired; expected; cherished
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ଅଧିକୃତ — Possessed
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ଦରକାରୀ; ପ୍ରୟୋଜନୀୟ — Important; necessary
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ବାସ୍ତବିକ; ଯଥାର୍ଥ — Actual; real
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ଅସଲ; ଖାଣ୍ଟି — Genuine
- ସଂ. ବିଣ (ପ୍ର+କୃ ଧାତୁ=କରିବା+କର୍ତ୍ତୃ ଓ କର୍ମ. ତ) — ସତ୍ୟ — True