ପ୍ରକୃତାର୍ଥ Prakṛutārtha

  • ସଂ. ବିଣ—(ବହୁବ୍ରୀହି) — ଯଥାର୍ଥ; ଠିକ୍ — Right; accuarate; real; genuine
  • ସଂ. ବିଣ—(ବହୁବ୍ରୀହି) — ସତ୍ୟ — True
  • ବି — ନାଲିସ କରିବାର ଯଥାର୍ଥ କାରଣ — The true object of a suit; the cause of action of a suit