ପ୍ରକୀର୍ୟ୍ୟ Prakīrj̄ya

  • ସଂ. ବି. (ପ୍ର+କୃ ଧାତୁ=ବିକ୍ଷେପ କରିବା+କର୍ମ. ଯ) — ପୂତି କରଞ୍ଜ — Caesalpina Bonducella (a plant)
  • ବିଣ — ବିସ୍ତାରଯୋଗ୍ୟ — To be spread about or expanded
  • ବିଣ — ପ୍ରକାଶ ଯୋଗ୍ୟ — To be published or promulgated or diffused