ପ୍ରକୀର୍ତ୍ତିତ Prakīrttita

  • ସଂ. ବିଣ (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+କର୍ମ. ତ) — ବର୍ଣ୍ଣିତ — Mentioned; described
  • ସଂ. ବିଣ (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+କର୍ମ. ତ) — ଉଚ୍ଚୈଃସ୍ୱରରେ ପ୍ରକଟିତ — Proclaimed aloud; announced
  • ସଂ. ବିଣ (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+କର୍ମ. ତ) — ପ୍ରଚାରିତ — Published; declared
  • ସଂ. ବିଣ (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+କର୍ମ. ତ) — ବିଶଦୀକୃତ — Explained
  • ସଂ. ବିଣ (ପ୍ର+କୃତ୍ ଧାତୁ=କୀର୍ତ୍ତନ କରିବା+କର୍ମ. ତ) — ବିଖ୍ୟାତ; ପ୍ରସିଦ୍ଧ — Celebrated; renowned