ପୋଷ୍ଟା Poshṭā

  • ସଂ. ବିଣ. ପୁଂ. (ପୁଷ୍ ଧାତୁ+କର୍ତ୍ତୃ. ତୃ=ପୋଷ୍ଟୃ ଶବ୍ଦ; 1 ମା. 1 ବ.) — ପୋଷଣକାରୀ — Maintaining; supporting
  • ବି — ପୋଷଣ କର୍ତ୍ତା ବ୍ୟକ୍ତି — Supporter
  • ବି — ପୂତିକ; ପୂତିକରଞ୍ଜ, ବରିପୋଲ; କଣ୍ଟାକରଞ୍ଜ — Grey Bonduc (a thorny creeper)