ପୋଷ୍ଟେଜ୍ Poshṭej
- (ବୈଦେ. ବି. ଇଂ) — ଡାକ ମାହାସୁଲ — Postage
- (ବୈଦେ. ବି. ଇଂ) — ଡାକ ଟିକିଲି — Postal stamp
- (ବୈଦେ. ବି. ଇଂ) — [ଦ୍ର—ସରକାରୀ କର୍ମଚାରୀମାନେ ସରକାରୀ ଚିଠି ପାଇଁ ବ୍ୟବହାର କରିବା ଡାକ ଟିକିଲି ଉପରେ ଅନ୍ ହିଜ୍ ମେଜେଷ୍ଟିଜ୍ ସର୍ଭିସ୍ ଓନ୍ଲି — (on His Majesty's service only)'ସମ୍ରାଟଙ୍କ ଖାସ୍ କାର୍ଯ୍ୟରେ ବ୍ୟବହାର୍ଯ୍ୟ ମାତ୍ର' ଛାପା ମରାଯାଇଥିବା ଡାକ ଟିକଟକୁ ସର୍ଭିସ୍ ପୋଷ୍ଟେଜ୍(service postage)ବା ସର୍ଭିସ୍ ଷ୍ଟାମ୍ପ୍(Service stamp)କହନ୍ତି]