ପୋଷ୍ଟାଲ୍ Posṭāl
- ବୈଦେ. ବିଣ. (ଇଂ.) — ଡାକସମ୍ବନ୍ଧୀୟ — Postal
- ବୈଦେ. ବିଣ. (ଇଂ.) — [ଦ୍ର—ଇଂରାଜି ପୋଷ୍ଟ ବିଶେଷ୍ୟ ପଦରୁ ନିଷ୍ପନ୍ନ ବିଶେଷଣ ଇଂ. ପୋଷ୍ଟାଲ୍ (ପୋଷ୍ଟ ବା ଡାକସମ୍ବନ୍ଧୀୟ) ଶବ୍ଦ ସଙ୍ଗେ ବ୍ୟବହୃତ ଅନ୍ୟ ଇଂରେଜି ଶବ୍ଦମାନ ମଧ୍ୟ ଭାଷାରେ ଚଳିଲାଣି; ଯଥା— ପୋଷ୍ଟାଲ୍ ଗାଇଡ୍, ପୋଷ୍ଟାଲ୍ ରନର୍, ପୋଷ୍ଟାଲ୍ ଷ୍ଟାମ୍ପ୍, ପୋଷ୍ଟାଲ୍ ମନିଅର୍ଡ଼ର, ପୋଷ୍ଟାଲ୍ ସେଭିଙ୍ଗସ୍ ବ୍ୟାଙ୍କ, ପୋଷ୍ଟାଲ୍ ସାର୍ଟିଫିକେଟ୍।]