ପୋଖତା Pokhata

  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ଦୃଢ଼; କଠିନ — Hard
  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ମଜଭୁତ୍; ପକ୍କା — Strong
  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ପାକଳ — Mature
  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ସୁପରିଣତ — Well developed
  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ସୁପରିପକ୍ୱ — Well ripened
  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ଅନୁଭବୀ; ପ୍ରବୀଣ — Experienced
  • ବୈଦେ. ବିଣ. (ଫା. ପୋକ୍ତ) ତୁଳ. ସଂ. ପକ୍ୱ — ବୃଦ୍ଧ; ବୟସ୍କ — Old; of ripe age