ପୋଖତି ବୈରାଗ୍ୟ Pokhati bai̱rāgya

  • ଦେ. ବି—(ଲକ୍ଷଣାର୍ଥ) — ଅଳ୍ପକାଳ ସ୍ଥାୟୀ ବୈରାଗ୍ୟ — Any short-lived aversion, (like the aversion to co-habitation born in the mind of a woman who is recently confined.)
  • ଦେ. ବି—(ଲକ୍ଷଣାର୍ଥ) — [ଦ୍ର—ପ୍ରସବ ବେଦନା ଅନୁଭବ କରିବା ହେତୁ ପ୍ରସୂତିର ମନରେ ସ୍ୱାମିସହବାସ ପ୍ରତି ଯେଉଁ ବୈରାଗ୍ୟ ଜନ୍ମେ ତାହା ଅଳ୍ପକାଳ ସ୍ଥାୟୀ ଅଟେ। ତେଣୁ କୌଣସି ଅଳ୍ପକାଳସ୍ଥାୟୀ ବୈରାଗ୍ୟ ପ୍ରତି ଏ ଶବ୍ଦ ବ୍ୟବହୃତ ହୁଏ, ଯଥା—ଶ୍ମଶାନ ବୈରାଗ୍ୟ, ପୁରାଣ ବୈରାଗ୍ୟ, ରତିପ୍ରାନ୍ତ ବୈରାଗ୍ୟ ଇତ୍ୟାଦି।]