ପୋକରା Pokarā

  • ଦେ. ବିଣ. — ପୋକ ଖିଆ (ଦେଖ) — Poka khiā (See)
  • ଦେ. ବିଣ. — ଯେ ଧନୁ ଦେଖି ପଳାଇ ଆସିଲ ତାହାକୁ ଆମ୍ଭେ ଭାଙ୍ଗିଲାକୁ ଗଲା ସେ ପୋକରା ହୋଇ ହେ— ବିଶ୍ୱନାଥ, ବିଚିତ୍ରରାମାୟଣ।