ପୋଖତା ଘର Pokhatā ghara

  • ପ୍ରାଦେ (ବାଲେଶ୍ୱର) ବି — ସ୍ତ୍ରୀର ସନ୍ତାନ ଜନ୍ମ ହେବା — Delivery of a child
  • ପ୍ରାଦେ (ବାଲେଶ୍ୱର) ବି — ପୋଖତି ଶାଳ (ଦେଖ) — Pokhati ṡāḻa (See)
  • ପ୍ରାଦେ (ବାଲେଶ୍ୱର) ବି — କୌଣସି ପରିବାରରେ ସନ୍ତାନ ଜନ୍ମ ହେବା ସମୟ ବା ଉତ୍ସବ (ତୁଳନା କର — ବିଭାଘର, ବ୍ରତଘର, ଆଶୀର୍ବାଦ ଘର) — The state of or the ceremonies perfomed in connection with a birth in a family