ପେଡ଼େଇବା Peṟḍ̠eibā

  • ଦେ. କ୍ରି — ପେଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Peṟḍ̠ibā
  • ଦେ. କ୍ରି — ଅନ୍ୟଦ୍ୱାରା ପେଡ଼ିବା କାର୍ଯ୍ୟ କରାଇବା — To have a thing pressed or squeezed; to cause to be pressed