ପେଡ଼ି ପେଟରା Peṟḍ̠i peṭarā

  • ଦେ. ବି. (ଏକାର୍ଥକ ସହଚର ଶବ୍ଦ) — ପେଡ଼ି ଓ ପେଟରା ଆଦି ଆଧାରମାନ — Different sorts of boxes with lids
  • ଦେ. ବି. (ଏକାର୍ଥକ ସହଚର ଶବ୍ଦ) — [ଦ୍ର—ପେଡ଼ିର ଘୋଡ଼ଣୀ ପେଡ଼ିର ତଳଖଣ୍ଡଠାରୁ ପୃଥକ୍ ଥାଏ; ପେଟରାର ଘୋଡ଼ଣୀ ତଳଖଣ୍ଡ ସଙ୍ଗେ କବିଜାଦ୍ୱାରା ଲାଗି ଥାଏ।]