ପେଡ୍ ଅପ୍ ପଲିସୀ Peḍ ap palisī

  • ବୈଦେ. ବି. (ଇଂ) — ଯେଉଁ ଜୀବନବୀମା ପଲିସୀ ପାଇଁ ଦେୟ ଧନ ବୀମାକାରୀ ବିବାକ୍ ଦେଇ ସାରି ଥାଆନ୍ତି, ଅର୍ଥାତ୍ ଯାହା ପାଇଁ ଆଉ ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ — Paid up Life Insurance policy