ପେଡ଼ିବା Peṟḍ̠ibā
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — ରସ ନିଗାଡ଼ିବା ପାଇଁ କୌଣସି ବସ୍ତୁକୁ (ଆଖୁ, ତୈଳବୀଜ ଆଦି) ଚାପିବା; ଦଳିବା; ପେଷିବା — To press or squeeze a thing for juice; to press out the juice; to extract
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — ମଠିଆଏ ତେଲ ପେଡ଼ିଥିବେ ନାହିଁ, ସୁପ୍ରିମ୍ କୋଟରେ ଅପୀଲ କରି ଖଲାସ କରାଇ ଦେବି। ଫକିରମୋହନ, ଛମାଣ ଆଠଗୁଣ୍ଠ।
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — ବିଶେଷ ପୀଡ଼ା ଦେବା — To oppress; to give much trouble