ପେଡ଼ି ଆଡ଼ଖୁର Peṟḍ̠i āṟḍ̠akhura

  • ଦେ. ବି. (ସହଚର ଶବ୍ଦ) କାଠର ଓ ବେତର ପେଡ଼ିମାନ — Boxes of wood and cane
  • ଦେ. ବି. (ସହଚର ଶବ୍ଦ) [ଦ୍ର—ଝିଅ ଶାଶୁଘରକୁ ଯିବା ସମୟରେ ତା ସଙ୍ଗେ ପିତୃଗୃହରୁ ପଠାଯିବା (ଖାଦ୍ୟ ଦ୍ରବ୍ୟ ଛଡ଼ା ଅନ୍ୟ) ପଦାର୍ଥମାନ (ଯଥା—ମସଲା— ମସଲି ଓ ଲୁଗାପଟା) ବେତର ପେଡ଼ି ଓ କାଠର ଚିତ୍ରିତ ବାକ୍ସ ବା ଆଡ଼ଖୁରରେ ସଜଡ଼ା ହୁଏ। ]