ପେଲାଇବା Pelāibā
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — ପେଲିବା କ୍ରିୟାର ଣିଜନ୍ତ ରୂପ — The causative form of Pelibā
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — ଅନ୍ୟ ବ୍ୟକ୍ତି ଦ୍ୱାରା ପେଲିବା କାର୍ଯ୍ୟ କରାଇବା — To cause another person to do the pushing
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — (କବାଟକୁ) ଆଉଜାଇବା — To turn a door in
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — ମେଲା ହୋଇଥିବା କବାଟକୁ ବନ୍ଦ କରିବା — To shut a door
- ଦେ. କ୍ରି. (ସଂ. ପୀଡ଼୍ ଧାତୁ) — (ଅଶ୍ଳୀଳ, ସ୍ତ୍ରୀ ପକ୍ଷରେ ପ୍ରଯୁକ୍ତ) ପୁରୁଷ ଦ୍ୱାରା ନିଜକୁ ସଙ୍ଗମ କରାଇବା — (slang) To submit to sexual intercourse (said of a woman.)
- ପ୍ରାଦେ. (ମେଦିନୀପୁର) କ୍ରି — ଫିଙ୍ଗିବା; ଫୋପାଡ଼ି ଦେବା — To throw away