ପେଲାପେଲି Pelā peli
- ଦେ. ବି. ଓ ବିଣ. — ଠେଲାଠେଲି; ଅନ୍ୟୋଽନ୍ୟରେ ଠେସା ଠେଁସି — Mutual pushing
- ଦେ. ବି. ଓ ବିଣ. — ଅନ୍ୟୋଽନ୍ୟରେ ସେ ରହ ରହ ବୋଲି, ପଳାଇଲେ ସେନାଏ ହୋଇ ପେଲା ପେଲି। କୃଷ୍ଣସିଂହ. ମହାଭାରତ, ଦ୍ରୋଣ ।
- ଦେ. ବି. ଓ ବିଣ. — ବହୁତ ଠେଲିବା — Too much pushing
- ଦେ. ବି. ଓ ବିଣ. — ଦୁଇଜଣଙ୍କ ମଧ୍ୟରେ କଳି କଜିଆ; ବାଗ୍ବିବାଦ — Mutual quarrelling or recrimination