ପେଲଣା ଜାଲ Pelaṇā jāla

  • ଦେ. ବି — ଠେଲା ଜାଲ; ତ୍ରିକୋଣାକାର 2 ଟି ବାଉଁଶରେ ସଂଲଗ୍ନ ଏକପ୍ରକାର ଜାଲ — ଠେଲା ଜାଲ; ତ୍ରିକୋଣାକାର2ଟି ବାଉଁଶରେ ସଂଲଗ୍ନ ଏକପ୍ରକାର ଜାଲ— A kind of pushing net with a triangular bamboo frame
  • ଦେ. ବି — [ଦ୍ର—ଏହାକୁ ତ୍ରିଭୁଜର ଶିଖର ଦେଶରୁ ଧରି ପଛ ଆଡ଼ୁ ଆଗକୁ ପେଲାଯାଏ ।]