ପେଲି ଦେବା Peli debā
- ଦେ. କ୍ରି. — ପଛ ଆଡ଼ୁ କୌଣସି ବ୍ୟକ୍ତିକୁ ଗର୍ତ୍ତକୁ ବା ଖାଲକୁ ଠେଲିଦେବା — To push a person from behind to a hole or pit
- ଦେ. କ୍ରି. — (ଯଥା—ସେ ପିଲାଟିକୁ କୁଅକୁ ପେଲି ଦେଲା।)
- ଦେ. କ୍ରି. — ଡଙ୍ଗାକୁ ପଛ ମଙ୍ଗ ଆଡ଼ୁ ବିପରୀତ ଦିଗକୁ ଠେଲିବା — To push a boat from behind
- ଦେ. କ୍ରି. — ଏହି କଥାକୁ, ନାଆ ପେଲି ଦେଲି କଲିକତାକୁ—ଢଗ।