ପେଲାପେଲି କରି ଦିନ ନେବା Pelā peli kari dina nebā

  • ଦେ. ବି.—ଦେ. କ୍ରି. — ଯେନ ତେନ ପ୍ରକାରେଣ ଅଶକ୍ତ ବ୍ୟକ୍ତିଦ୍ୱାରା କାର୍ଯ୍ୟ ଚଳାଇ ନେବା — To have a work done anyhow with the help of an unfit person
  • ଦେ. ବି.—ଦେ. କ୍ରି. — ନିସତକୁ ନାତୁଣୀଜୋଇଁ ଘଇତା, ପେଲା ପେଲି କରି ଦିନ ନଉ ଥା। ଢଗ ।
  • ଦେ. ବି.—ଦେ. କ୍ରି. — ତନ୍ତରମାଧିଆ କରି ଅର୍ଥାତ୍ ରଅଠଅ କରି କାର୍ଯ୍ୟକୁ ସମାଧା କରିବା — To carry a work through anyhow; to do a work slovenly