ପୂର୍ବକ Pūrbaka

  • ସଂ. ବିଣ. (ଅନ୍ୟ ଶବ୍ଦ ପରେ ଯୁକ୍ତ) ପୁରଃସର; ଯହିଁର ପୂର୍ବରେ ଅମୁକ ବିଷୟ ଥାଏ — Preceding; prior
  • ସଂ. ବିଣ. (ଅନ୍ୟ ଶବ୍ଦ ପରେ ଯୁକ୍ତ) (ଯଥା—ବିନୟ ପୂର୍ବକ ନିବେଦନ, କର ମର୍ଦ୍ଦନ ପୂର୍ବକ ଅଭ୍ୟର୍ଥନା।)
  • ଅ — ପୁରଃସର — Following; preceded by
  • ଅ — (ଯଥା—ମୁଁ ନମସ୍କାର ପୂର୍ବକ ନିବେଦନ କରୁଅଛି।)
  • ଅ — ସହିତ; ସହକାରେ — With
  • ଅ — (ଯଥା—ଆପଣ କୃପାପୂର୍ବକ ଏ କାର୍ଯ୍ୟ କରିବେ।)
  • ଅ — ଦ୍ୱାରା; କ୍ରମେ — By
  • ଅ — (ଯଥା—ବଳପୂର୍ବକ ଅପହରଣ କରିବା।)