ପୂର୍ବ ଷୋଡ଼ଶ Pūrba shoṟḍ̠aṡa
- ସଂ. ବି — ଅନ୍ତ୍ୟେଷ୍ଟି କ୍ରିୟାର ପ୍ରଥମ ଦିବସଠାରୁ ଦଶମ ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ କର୍ମ — The funeral rites performed during the period extending from the 1st to the 10th day of a person's death
- ସଂ. ବି — ସେଠାରେ ଗଙ୍ଗାଙ୍କର ସହାୟକୁ ପାଇ କରି ପୂର୍ବଷୋଡ଼ଶ ସମାପତି ମୁହିଁ। କୃଷ୍ଣସିଂହ, ମହାଭାରତ, ଅନୁଶାସନ
- ସଂ. ବି — [ଦ୍ର—ଏକାଦଶାହ ଦିନ ଅନୁଷ୍ଠିତ କର୍ମକୁ ଉତ୍ତର ଷୋଡ଼ଶ ବୋଲାଯାଏ।]