ପୂର୍ବ ଲକ୍ଷଣ Pūrba lakshaṇa
- ସଂ. ବି. (କର୍ମଧା; ପୂର୍ବ+ଲକ୍ଷଣ) — ରୋଗାଦି ଘଟିବାର ପୂର୍ବରୁ ପ୍ରକାଶିତ ଚିହ୍ନ — Previous symptoms of a disease. premonitory signs of an approaching illness
- ସଂ. ବି. (କର୍ମଧା; ପୂର୍ବ+ଲକ୍ଷଣ) — ଶକୁନ — Omen; premonition; augury
- ସଂ. ବି. (କର୍ମଧା; ପୂର୍ବ+ଲକ୍ଷଣ) — କୌଣସି ବିଷୟ ଘଟିବା ପୂର୍ବରୁ ଲକ୍ଷିତ ଚିହ୍ନ — Previous indication of something which is going to happen