ପୂର୍ବତନ Pūrbatana

  • ସଂ. ବିଣ. (ପୂର୍ବ+ଘଟିଥିବା ଅର୍ଥରେ ତନ) — ଆଗକାର — 2. Former; previous
  • ସଂ. ବିଣ. (ପୂର୍ବ+ଘଟିଥିବା ଅର୍ଥରେ ତନ) — ପୂର୍ବକାଳୀନ — Of ancient times