ପୂର୍ବବତ୍ Pūrbabat

  • ସଂ. ଅ — ଆଗପରି; ପୂର୍ବେ ଯେଉଁ ପରି ଥିଲା ସେହିପରି — As before
  • ସଂ. ଅ — ପୂର୍ବୋକ୍ତ ପ୍ରକାରେ — As aforesaid; in the above manner