ପୂରା Pūrā

  • ଦେ. ବିଣ. (ସଂ. ପୂର ଧାତୁ) — ସମାପ୍ତ — Finished; completed
  • ଦେ. ବିଣ. (ସଂ. ପୂର ଧାତୁ) — ସମାହିତ — Accomplished
  • ଦେ. ବିଣ. (ସଂ. ପୂର ଧାତୁ) — ସମ୍ପୂର୍ଣ୍ଣ; ଅଖଣ୍ଡ — Complete; whole
  • ଦେ. ବିଣ. (ସଂ. ପୂର ଧାତୁ) — ପ୍ରଚୁର — Copious
  • ଦେ. ବିଣ. (ସଂ. ପୂର ଧାତୁ) — ପରିପୂର୍ଣ୍ଣ — Filled up
  • ଦେ. ବିଣ. (ସଂ. ପୂର ଧାତୁ) — ପୂର୍ଣ୍ଣ — Full
  • ଦେ. ବିଣ. (ସଂ. ପୂର ଧାତୁ) — ଅତ୍ୟନ୍ତ — Excessive
  • ବି. — ପୂର୍ଣ୍ଣ କରିବା; ପୂରଣ କରିବା — Filling up
  • ପ୍ରାଦେ. (ସମ୍ବଲପୁର) ବି. — ପୂରା ମୁଠି (ଦେଖ) — Pūrā muṭhi (See)
  • ବିଣର ବିଣ. — ପୂର୍ଣ୍ଣ ରୂପେ — Fully; completely
  • ବିଣର ବିଣ. — ଅତ୍ୟନ୍ତ — Very much
  • ବିଣର ବିଣ. — (ଯଥା—ପୂରା ଦୃଷ୍ଟି; ପୂରା ବଗୁଲିଆ)।