ପୂରନ୍ତା ଘର Pūrantā ghara

  • ଦେ. ବି — ଯେଉଁ ଘରେ ଧନ ଓ ଜନ ପୂର୍ଣ୍ଣ ରହିଅଛି — A house full of people and wealth
  • ଦେ. ବି — ଲୋକ ପୂର୍ଣ୍ଣ ଗୃହ — House full of people
  • ଦେ. ବି — ଲକ୍ଷ୍ମୀ ପୂର୍ଣ୍ଣ ଗୃହ — House full of riches