ପୂରା କରିବା Pūrā karibā

  • ଦେ. କ୍ରି. (ସଂ. ପୂର୍ଣ୍ଣ) — ପୂର୍ଣ୍ଣ କରିବା — To fill up
  • ଦେ. କ୍ରି. (ସଂ. ପୂର୍ଣ୍ଣ) — ସମାପ୍ତ କରିବା — To finish
  • ଦେ. କ୍ରି. (ସଂ. ପୂର୍ଣ୍ଣ) — ସମ୍ପୂର୍ଣ୍ଣ କରିବା — To bring to a close
  • ଦେ. କ୍ରି. (ସଂ. ପୂର୍ଣ୍ଣ) — ସମାଧା କରିବା — To accomplish; to bring round