ପୂରା ପୂରି Purā pūrī

  • ଦେ. ବି — ଅନ୍ୟୋଽନ୍ୟରେ ପୂର୍ଣ୍ଣ କରିବା — Filling each other
  • ଦେ. ବି — ପଶାପଶି; ଅନ୍ୟୋଽନ୍ୟରେ ପ୍ରବେଶ କରାଇବା — Mutual thrusting
  • ବିଣ — ପରିପୂର୍ଣ୍ଣ — Filled up
  • ବିଣ — ସମାପ୍ତ — Finished
  • ବିଣ — ସମ୍ପୂର୍ଣ୍ଣ — Complete
  • ବିଣ — (କୌଣସି ପାତ୍ରର) ମୁଖ ପର୍ଯ୍ୟନ୍ତ ପୂର୍ଣ୍ଣ — Full to the brim
  • କ୍ରି. ବିଣ. — ସମ୍ପୂର୍ଣ୍ଣରୂପେ — Completely; fully