ପୂରା ପଟେଇବା Pūrā paṭeibā

  • ଦେ. କ୍ରି. — ପୂରା କରିବା; ଶେଷ କରିବା; ସମାପ୍ତ କରିବା — To finish; to complete
  • ଦେ. କ୍ରି. — ପୂର୍ଣ୍ଣ କରିବା; ସମ୍ପୂର୍ଣ୍ଣ କରିବା — To fill up
  • ଦେ. କ୍ରି. — ସମାହିତ କରିବା — To accomplish