ପୁଷ Pusha

  • ଦେ. ବି—(ସଂ. ପୌଷ) — ମାର୍ଗଶିର ମାସର ପରବର୍ତ୍ତୀ ଚାନ୍ଦ୍ରମାସ; ପୌଷ ମାସ — The lunar month of Pausha following the month of Mārgaṡira (December and January)
  • ଦେ. ବି—(ସଂ. ପୌଷ) — ପୁଷର ଅନ୍ତରେ ସଖୀକର ପ୍ରଖ୍ୟାତ— ପ୍ରାଚୀ—ରହସ୍ୟମଞ୍ଜରୀ ।