ପୁଷ ରବିବାର ଓଷା Pusha rabibāra oshā

  • ଦେ. ବି—(ସଂ. ପୌଷ ରବିବାର ଉପବାସ) — ପୁଷ ମାସର ପ୍ରତି ରବିବାର ଦିନ ସ୍ତ୍ରୀମାନଙ୍କର କରାଯିବା ଓଷା — The festival observed on every Sunday of the month of Pausha by females