ପୁଂଶ୍ଚଳୀ Puṁṡchaḻi̱
- ସଂ. ବି. ସ୍ତ୍ରୀ.—(ପୁମସ୍=ପୁରୁଷ+ଚଳଧାତୁ=ଚଞ୍ଚଳହେବା+ କର୍ତ୍ତୃ ଅ; ସ୍ତ୍ରୀ; ଈ; ଯେଉଁ ସ୍ତ୍ରୀ ଏକାଧିକ ପୁରୁଷ ବିଷୟରେ ଚଞ୍ଚଳା ହୁଏ।) — ଅସତୀ; ଛିଣ୍ଡାଳୀ; ବ୍ୟଭିଚାରିଣୀ ସ୍ତ୍ରୀ — Adulteress; unchaste woman
- ସଂ. ବି. ସ୍ତ୍ରୀ.—(ପୁମସ୍=ପୁରୁଷ+ଚଳଧାତୁ=ଚଞ୍ଚଳହେବା+ କର୍ତ୍ତୃ ଅ; ସ୍ତ୍ରୀ; ଈ; ଯେଉଁ ସ୍ତ୍ରୀ ଏକାଧିକ ପୁରୁଷ ବିଷୟରେ ଚଞ୍ଚଳା ହୁଏ।) — ବେଶ୍ୟା — Harlot; prostitute