ପୁଷା Pushā
- ସଂ. ବି—(ପୁଷ୍ ଧାତୁ+ଭାବ. ଅ+ଆ) — ପୋଷଣ; ପାଳନ — Cherising; bringing up
- ସଂ. ବି—(ପୁଷ୍ ଧାତୁ+ଭାବ. ଅ+ଆ) — ଲାଙ୍ଗଳିକୀ ଗଛ; ଲହଲାଙ୍ଗଳିଆ ଗୁଳ୍ମ — A poisonous plant; wolfsbane; Aconitum Napellus
- ପ୍ରାଦେ (ସମ୍ବଲପୁର ଓ ବାଲେଶ୍ୱର) ବି. — ପୁଷା ପୁଅ (ଦେଖ) — Pushā pua (See)
- ବିଣ — ପୋଷା; ପାଳିତ — Brought up