ପୁରୁଣା Puruṇā

  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ପ୍ରାଚୀନ; ପୁରାତନ — Old; ancient
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ପୁରୁଖା; ପ୍ରବୀଣ — Experienced
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ବହୁକାଳରୁ ଥିବା — Of long standing
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ବହୁକାଳ ହେଲା ସଞ୍ଚିତ — Stored for a long time
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ଅତୀତ; ପୂର୍ବତନ — Former; late; past
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ବହୁ ପୁରୁଷାଗତ — Handed down from generation to generation
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ଜୀର୍ଣ୍ଣ — Worn out; decayed
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ବୃଦ୍ଧ, ବୟସ୍କ — Aged
  • ଦେ. ବିଣ. (ସଂ. ପୁରାଣ; ପୁରାତନ) — ଯାହା ପୂର୍ବେ ଚଳୁ ଥିଲା କିନ୍ତୁ ବର୍ତ୍ତମାନ ଚଳୁ ନାହିଁ — Obsolete
  • ଦେ. ବିଣର ବିଣ—(ଲକ୍ଷଣାର୍ଥ; ମନ୍ଦ ଅର୍ଥରେ ବ୍ୟବହୃତ) — ଅତ୍ୟନ୍ତ — Very; very much; excessive
  • ଦେ. ବି — ପୁରାତନ ବିଷୟ ବା ପୂର୍ବର ସଙ୍ଗୀ — Former things or past associations; for- mer companion or friend
  • ଦେ. ବି — ଆରେ କରୁଣା! ନୂଆ ଦେଖି ପାଶୋରିଲୁ ପୁରୁଣା—ଢଗ।