ପୁରୁଣା ଗୁଡ଼ Puruṇā guṟḍ̠a

  • ଦେ. ବି.—(ସଂ. ପୁରାତନ ଗୁଡ଼) — ଏକ ବର୍ଷରୁ ଉର୍ଦ୍ଧ୍ୱକାଳ ସଞ୍ଚିତ ଗୁଡ଼ — Molasses preserved for more than a year and used as medicine
  • ଦେ. ବି.—(ସଂ. ପୁରାତନ ଗୁଡ଼) — [ଦ୍ର—ଏହା ପାଣ୍ଡୁ ପିତ୍ତ ଓ ବାୟୁ ରୋଗରେ ବିଶେଷ ଉପକାରୀ; ଏହା ତିକ୍ତ ସ୍ୱାଦବିଶିଷ୍ଟ।]