ପୁରୁଡ଼ିବା Puruṟḍ̠ibā

  • ପ୍ରାଦେ. (ଗଞ୍ଜାମ) କ୍ରି. (ସଂ. ପୃ ଧାତୁ) — ଖାଲ ଆଦିକୁ ମାଟିରେ ପୂର୍ଣ୍ଣ କରିବା; ଭରୋଟ କରିବା — To fill up a ditch
  • ପ୍ରାଦେ. (ଗଞ୍ଜାମ) କ୍ରି. (ସଂ. ପୃ ଧାତୁ) — (ଲକ୍ଷଣାର୍ଥ) ପୂର୍ଣ୍ଣ ହେବା — (fig) To be filled up with any thing
  • ପ୍ରାଦେ. (ଗଞ୍ଜାମ) କ୍ରି. (ସଂ. ପୃ ଧାତୁ) — (ଯଥା—ବର୍ଷା ପାଣିରେ କୂଅ ପୁରୁଡ଼ି ହୋଇ ଯାଇଛି।)