ପୁରୁଜିତ୍ Purujit
- ସଂ. ବି. — ପାଣ୍ଡବଙ୍କ ମାମୁ; କୁନ୍ତିଙ୍କ ଭାଇ — The maternal uncle of the Pāṇḍaba brothers
- ସଂ. ବି. — [ଦ୍ର—ଏ କୁନ୍ତି ଭୋଜଙ୍କ ପୁତ୍ର ଓ କୁନ୍ତୀଙ୍କ ଭାଇ।]
- ସଂ. ବି. — ବିଷ୍ଣୁ — A name of Bishṇu
- ସଂ. ବି. — (ଭାଗବତ) ଶଶବିନ୍ଦୁ ବଂଶୀୟ ରୁଚକ ରାଜାଙ୍କ ପୁତ୍ର — Name of a prince mentioned in the Bhāgabata