ପୁରୁଣା ଘିଅ Puruṇā ghia

  • ଦେ. ବି.—(ସଂ. ପୁରାଣଘୃତ) — ଦଶବର୍ଷରୁ ଉର୍ଦ୍ଧ୍ୱକାଳ ସଞ୍ଚିତ ଘୃତ; ବହୁକାଳ ସଞ୍ଚିତ ଘୃତ — Ghee which has been stored for years
  • ଦେ. ବି.—(ସଂ. ପୁରାଣଘୃତ) — [ଦ୍ର—ଏହା ମାଲିସ କଲେ ଛାତିର ବେଦନା କମିଯାଏ; ଏହା ବାତ ରୋଗ; ଶିରରୋଗ, କର୍ଣ୍ଣରୋଗ ଓ ଅପସ୍ମାର ଆଦି ରୋଗରେ ବିଶେଷ ଉପକାରୀ।]